ଓଜନ କମ୍ କରିବାରେ ସହାୟକ ହୋଇଥାଏ ମୁଗ ଡାଲି ପାଣି, କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ମଧ୍ୟ ଉପକାରୀ
ଡାଲି ପାଣି ପିଇବା ଶରୀର ପାଇଁ ଭଲ ହୋଇଥାଏ । ତେବେ ସମସ୍ତ ଡାଲି ମଧ୍ୟରେ ମୁଗ ଡାଲି ଅନ୍ୟତମ ହୋଇଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହା ଓଜନ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ବାସ୍ତବରେ ମୁଗ ଡାଲି ଡିଟକ୍ସାଇଫିଂ କାର୍ଯ୍ୟ କରିଥାଏ ଏବଂ ଶରୀରରେ ଜମା ହୋଇଥିବା ମଇଳାକୁ…