୧୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ଏହି ଅଭିନେତ୍ରୀ, ଫିଲ୍ମ ଦଙ୍ଗଲରେ ଆସିଥିଲେ ନଜର
ଫିଲ୍ମ ‘ଦଙ୍ଗଲ’ରେ ଆମୀର ଖାନଙ୍କ ସାନ ଝିଅ ବବିତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁହାନୀ ଭଟନାଗରଙ୍କ ଦେହାନ୍ତ ହୋଇଛି । ମାତ୍ର ୧୯ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ସୁହାନି ଭଟନାଗରଙ୍କ ପୂରା ଶରୀରରେ ଫ୍ଲୁଇଡ୍ ଜମା ହୋଇଯାଇଥିଲା ବୋଲି ଡାକ୍ତର କହିଥିଲେ । ତେବେ କିଛି ସମୟ…