Below header
Browsing Tag

dasapalla

ସମାପନ ହେଲା ଦଶପଲ୍ଲା ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା, ଦେଖିବାକୁ ଲକ୍ଷାଧିକ ଲୋକଙ୍କ ସମାଗମ

ଆଜିବି କମିନୀ ରାମଲୀଳାର ଆଦର । ଦୀର୍ଘ ୨୨୨ ବର୍ଷ ଧରି ପ୍ରାଚୀନ ଲୋକକଳାକୁ ବଞ୍ଚାଇ ରଖିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲାର କାଷ୍ଠମୁଖାଧାରି ରାମଲୀଳା ବା ଲଙ୍କାପୋଡି ଯାତ୍ରା । ଏହି ଯାତ୍ରାକୁ ଦେଖିବା ପାଇଁ ଦଶପଲ୍ଲାରେ ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ହୋଇଥିବା ବେଳେ ଯାତ୍ରା କମିଟି ଓ ପ୍ରଶାସନ…

ଧୁମଧାମରେ ଉନ୍ମୋଚିତ ହେଲା ବିଶାଳ ହନୁମାନ ମୂର୍ତ୍ତି, ରାମ ଧ୍ୱନିରେ କମ୍ପି ଉଠିଲା ଗଗନ ପବନ

ଦଶପଲ୍ଲା (କେନ୍ୟୁଜ୍‌) :ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ପ୍ରସାଦ ଗ୍ରାମଠାରେ ପବିତ୍ର ପଣା ସଂକ୍ରାନ୍ତି ଓ ପ୍ରଭୁ ଶ୍ରୀ ମହାବୀରଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରୀ ମହାବୀର ଜିଉଙ୍କ ୩୩ଫୁଟ ର ଏକ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଗ୍ରାମ କମିଟି ସଭାପତି ସନାତନ ପୃଷ୍ଟି ଓ ସମ୍ପାଦକ…

ଯୋଗେଶ୍ୱର ପୀଠରେ ଜମୁଛି ମକର ମେଳା, ୪ ଦିନ ଧରି ଚାଲେ ଏହି ଯାତ୍ରା

ମନ ମୋହୁଛି ମକର । ଦଶପଲ୍ଲା ପଶ୍ଚିମା ଅଞ୍ଚଳର ଏକ ପ୍ରସିଦ୍ଧ ଶୈବପୀଠ ହେଉଛି ବାବା ଯୋଗେଶ୍ୱର ପୀଠ । ଯାହାକି ଦଶପଲ୍ଲା ବ୍ଲକର ବାଣୀଗୋଛା ଠାରେ ଅବସ୍ଥିତ । ଏହି ପୀଠରେ ଧୁମ୍ ଧାମର ସହିତ ପାଳିତ ହୋଇଯାଇଛି ମକର ସଂକ୍ରାନ୍ତି । ୧୨ ମାସରେ ୧୩ ପର୍ବ ମଧ୍ୟରୁ ଅନ୍ୟତମ ମକର ସଂକ୍ରାନ୍ତି ପର୍ବ ।…

ଚାଲିଛି ମା’ କଳାପାଟଙ୍କ ଯାତ୍ରା, ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଗହଳି

ଓଡିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ପ୍ରତ୍ୟକ ସ୍ଥାନର ରହିଛି ଭିନ୍ନ ମାହାତ୍ମ୍ୟ । ସେଥିପାଇଁ ସମସ୍ତ ସ୍ଥାନରେ ଭିନ୍ନ ଭିନ୍ନ ଦେବାଦେବୀଙ୍କୁ ପୂଜା କରାଯାଇଥାଏ । ସେହିଭଳି ଶନିବାର ଠାରୁ ଆରମ୍ଭ ହୋଇଯାଇଛି ମା' କଳାପାଟଙ୍କ ଯାତ୍ରା । ଏଠାରେ ମହା ଆଡ଼ମ୍ବର ସହକାରେ ପାଳନ ହୋଇଥାଏ…

ନବୀନ ବନାମ କିଏ ? ବିଜେପି ଉପରେ ବିଜେଡି ସୁପ୍ରିମୋଙ୍କ ଶାଣିତ ଆକ୍ରମଣ

ଆଟାକିଂ ମୁଡ୍ରେ ବିଜେଡି ସୁପ୍ରିମୋ । ବିଜେପି ଉପରେ ଜୋରଦାର ହମ୍ଲା କରିଛନ୍ତି ନବୀନ । କିଏ ବିଜେପିର ମୁଖ୍ୟମନ୍ତ୍ରୀ ଫେସ୍? କେଉଁଠୁ ଲଢୁଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ? ଦଶପଲ୍ଲାରୁ ବିଜେପି ଉପରେ ଏମିତି ଶାଣିତ ହମଲା କରିଛନ୍ତି ନବୀନ ପଟ୍ଟନାୟକ। ବିଜେପିର ଓଡ଼ିଶା ଇଞ୍ଜିନ କିଏ?…