Browsing Tag

daughter in law agitation

ଭଦ୍ରକ: ନ୍ୟାୟ ଦାବିରେ ସ୍ୱାମୀ ଘର ଆଗରେ ସ୍ତ୍ରୀର ଧାରଣା , ମାଡ଼ ମାରି ଘରୁ ତଡିଦେଲେ ଶାଶୁ ଓ ଶ୍ବଶୁର

ଚାନ୍ଦବାଲି(କେନ୍ୟୁଜ୍):  ସ୍ତ୍ରୀର ଅଧିକାର ଦାବି କରି ନ୍ୟାୟ ଦାବିରେ ସ୍ୱାମୀର ଘର ଆଗରେ ସ୍ତ୍ରୀର ଧାରଣା । ସ୍ୱାମୀ ସହ ଶ୍ବଶୁର ଘରେ ରହିବା ପାଇଁ   ଧାରଣାରେ ବସିଛନ୍ତି ସ୍ତ୍ରୀ । ଗତକାଲି ରାତି    ତମାମ ଧାରଣାରେ  ବସିଛନ୍ତି ମହିଳା ଜଣକ । ଏଭଳି ଘଟଣା ଘଟିଛି   ଭଦ୍ରକ ଜିଲ୍ଲା ବାଂଶଡା…