Browsing Tag

daughters perform last rites

ମା’ର ଶବ କାନ୍ଧରେ ବୋହିଲେ ଝିଅ, ପୁରୀ ବଡ଼ଦାଣ୍ଡର ଏ ଦୃଶ୍ୟ ଥିଲା ବେଶ୍ ହୃଦୟବିଦାରକ

‘‘ଛଅଖଣ୍ଡ କାଠରେ ହେବ ସବାରୀ, ସେଇ ସବାରୀରେ ମୁଁ ଯିବି ସେପାରି’’ । ଏ ଭାଗ୍ୟ ବୋଧହୁଏ ମୃତ୍ୟୁ ପରେ ସମସ୍ତଙ୍କ ପାଇଁ ଆସେ । ଆଉ ଆସିଛି ଏଇ ଜଟି ମାଉସୀଙ୍କ ପାଇଁ । ହେଲେ ବେଶ୍ ଭିନ୍ନ ଭାବେ । କିଛି ମହିଳାଙ୍କ କାନ୍ଧରେ ଯାଉଛନ୍ତି ବୃଦ୍ଧା ଜଣକ । ସେମାନେ ଆଉ କେହି ନୁହନ୍ତି ତାଙ୍କରି ଝିଅ ।…

ପୁଅ ନଥିଲେ କଣ ହେଲା, ବାପାଙ୍କ ଶବ ସଂସ୍କାର କଲେ ୪ ଦିବ୍ଯାଙ୍ଗ ଝିଅ

ବାଲେଶ୍ବର(କେନ୍ଯୁଜ୍): ସଂସାରରେ ଜନ୍ମ ହେଇଛ ତ ମୃତ୍ୟୁ ସୁନିଶ୍ଚିତ। କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ । ତେଣୁ ଦୁନିଆଁରେ କିଛି ବି ମିଛ ହୋଇ ପାରେ ହେଲେ ମୃତ୍ୟୁ ନୁହେଁ । ଅବଶ୍ୟ ଆମେ ଏଠି ମୃତ୍ୟୁକୁ ନେଇ ନୁହେଁ ମୃତ୍ୟୁ ପରର କଥା କହିବାକୁ ଯାଉଛୁ । ଯେଉଁଠି…