Browsing Tag

dead whale spotted

କୃଷ୍ଣପ୍ରସାଦ ସମୁଦ୍ର କୂଳରେ ଲାଗିଛି ବିଶାଳକାୟ ତିମି ମାଛ, ଦେଖିବାକୁ ଲୋକଙ୍କ ଭିଡ଼

ବ୍ରହ୍ମଗିରି (କେନ୍ୟୁଜ୍‌) : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ଫତେପୁର ଗାଁ ପାଖ ସମୁଦ୍ର କୂଳରେ ଲାଗିଛି ଏକ ବିଶାଳକାୟ ତିମି ମାଛ । ଗତକାଲି ଅପରାହ୍ନରେ ଏହି ବିରାଟ ମୃତ ତିମି ମାଛ ଲାଗିଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥିଲେ । ଏହି ତିମି ମାଛଟିର ଓଜନ ପ୍ରାୟ ୨୦ ଟନ୍‌ରୁ…