Browsing Tag

death of the baby boy

୮ ମାସର ଶିଶୁପୁତ୍ରକୁ ତଣ୍ଟି ଚିପି ହତ୍ୟା କଲା ମା’ ! ଲୋକେ କହିଲେ କେହି ଏତେ ନିର୍ଦ୍ଦୟୀ କିପରି ହୋଇପାରିବ

ଉତ୍ତର ପ୍ରଦେଶର କନୌଜ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୮ ମାସର ନିଷ୍ପାପ ଶିଶୁକୁ ମା’ ତଣ୍ଟି ଚିପି ହତ୍ୟା କରିଥିବା ନେଇ ଝିଅ ପୋଲିସ ନିକଟରେ ଅଭିଯୋଗ କରିଛି। ପୋଲିସ ଅଭିଯୁକ୍ତ ମା’କୁ ଅଟକ ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପୋଲିସ ମାମଲା ରୁଜୁ କରିବାକୁ କହିଥିବା ବେଳେ ସେପଟେ…