ପ୍ରସିଦ୍ଧ ଦେବରକୁଣ୍ଡ ମେଳା ଆରମ୍ଭ, ଜାଣନ୍ତୁ କେମିତି ସୃଷ୍ଟି ହୋଇଥିଲା ଏହି କୁଣ୍ଡ
ଭଦ୍ରକ: ଦେଶର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ପୌରାଣିକ ଓ ଐତିହାସିକ କିମ୍ବଦନ୍ତୀ ରହିଛି । ଯାହା ଆଜି ପବିତ୍ର ଦର୍ଶନୀୟ ସ୍ଥାନ ପାଲଟିଛି । ସେଥିମଧ୍ୟରୁ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ସୀତା କୁଣ୍ଡ ବା ଦେବରକୁଣ୍ଡ ହେଉଛି ଅନ୍ୟତମ । କିମ୍ବଦନ୍ତୀ ଅନୁସାରେ ତ୍ରେତେୟା ଯୁଗରେ ପିତା ଦଶରଥଙ୍କ ଆଦେଶ…