Below header
Browsing Tag

deepak das

CGA ଭାବେ ଦାୟିତ୍ୱ ନେଲେ ଦୀପକ ଦାସ, ପ୍ରଥମ ଓଡ଼ିଆ ଭାବେ ମିଳିଛି ଏହି ଦାୟିତ୍ବ

ଭୁବନେଶ୍ବର (କେନ୍ଯୁଜ) : CGA ଭାବେ ଦାୟିତ୍ୱ ନେଲେ ଦୀପକ ଦାସ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବ୍ୟୟ ବିଭାଗରେ CGA ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଥମ ଓଡ଼ିଆ ଭାବେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୮୬ ବ୍ୟାଚ୍‌ର ଇଣ୍ଡିଆନ୍‌ ସିଭିଲ ଆକାଉଣ୍ଟ୍‌ସ ସର୍ଭିସ୍‌, ICAS ଅଧିକାରୀ ଦୀପକ…