ଜୀବନର ପ୍ରତିବନ୍ଧକକୁ ଖାତିର୍ ନକରି ଉଦାହରଣ ପାଲଟିଛନ୍ତି ଦିପଜ୍ୟୋତି
କେବିସି ସୋ’ର ସବୁଠାରୁ ବିଶେଷ କଥା ହେଉଛି ଏହି ସୋ’ ରେ ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ଶ୍ରେଣୀର ଲୋକମାନେ ଯୋଗ ଦେବା ସହ ନିଜର ଟ୍ୟାଲେଣ୍ଟ ଅନୁସାରେ ଲୋକମାନେ ଟଙ୍କା ଜିତିଥାନ୍ତି। ଚଳିତ ବର୍ଷ କେବିସି ସୋ’ର ଏହି ସିଜିନ୍ ରେ ଏପରି କିଛି ଦେଖିବାକୁ ମିଳିଛି। ଅନେକ ସମସ୍ୟା ମଧ୍ୟରେ ଜୀବନରେ…