ଦୀପ-ବୀରଙ୍କ ଧମାକେଦାର ପାର୍ଟି ଡ୍ଯାନ୍ସ , ରଣବୀରଙ୍କ ଲୁକ୍ ଦେଖି ଉଡ଼ିଯିବ ହୋସ
ମୁମ୍ବାଇ : ବଲିଉଡ଼ର ବାଜିରାଓ-ମସ୍ତାନି ଦୀପିକା ପାଦୁକୋଣ ଏବଂ ରଣବୀର ସିଂଙ୍କ ଗ୍ରାଣ୍ଡ ବିବାହ ପରେ ରଣବୀରଙ୍କ ଭଉଣୀ ରିତିକା ତାଙ୍କ ପାଇଁ ମୁମ୍ବାଇରେ ଆୟୋଜିତ କରିଥିଲେ ଏକ ଶାନଦାର ପାର୍ଟି। ଏହି ପାର୍ଟି ମୁମ୍ବାଇର ଗ୍ରାଣ୍ଡ ହୟାତ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏହି ପାର୍ଟିରେ ରଣବୀରଙ୍କ…