Browsing Tag

delhi ghost bunglo

ଦିଲ୍ଲୀର ଭୁତ ବଙ୍ଗଳା : ଦୁଇ ଜଣ ମୁଖ୍ୟମନ୍ତ୍ରୀ ରହିବାକୁ ମନାକରିଥିଲେ, ଜଣେ ମନ୍ତ୍ରୀ ଜିଦ କରି ରହିଲେ ତ ଚାଲିଗଲା…

ନୂଆଦିଲ୍ଲୀ : ଭୁତ ଅଛନ୍ତି କି ନାହିଁ, ଭୁତ କ୍ଷତି କରନ୍ତି କି ନାହିଁ ଭିନ୍ନ କଥା । ହେଲେ ଭୁତ ବଙ୍ଗଳା ନାମରେ ପରିଚିତ ଦିଲ୍ଲୀର ଶାମନାଥ ମାର୍ଗରେ ଥିବା ବଙ୍ଗଳା ନମ୍ବର ୩୩ ସମ୍ପର୍କରେ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା । ଏହା ହେଉଛି ସେହି ବଙ୍ଗଳା, ଯେଉଁଠି ସମ୍ବାଦ ଓ ବିକାଶ ଆୟୋଗର…