Browsing Tag

delhi LT governor

ଦିଲ୍ଲୀରେ କାମ କରୁଥିବା ଆଇଏଏସ ରହିବେ କେଜ୍ରିଓ୍ଵାଲ ସରକାରଙ୍କ ନିୟନ୍ତ୍ରଣରେ, ସୁପ୍ରିମ କୋର୍ଟଙ୍କ ସୁପ୍ରିମ ରାୟ

କେନ୍ୟୁଜ୍‌(ବ୍ୟୁରୋ): ଦିଲ୍ଲୀ ସରକାର ବନାମ ଉପରାଜ୍ୟପାଳ ପ୍ରସଙ୍ଗରେ ଆସିଲା ସୁପ୍ରିମ ରାୟ । ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଦିଲ୍ଲୀ ସରକାରରେ କାମ କରୁଥିବା ଆଇଏଏସଙ୍କ ଉପରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ରହିବ । ପୋଲିସ ଓ…

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଅନିଲ ବୈଜଲଙ୍କ ଇସ୍ତଫା

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଅନିଲ ବୈଜଲଙ୍କ ଇସ୍ତଫା । ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଛନ୍ତି । ବୈଜଲଙ୍କ ଇସ୍ତଫା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଶ୍ରୀ ବୈଜଲ ଦିଲ୍ଲୀର ୨୧ତମ ରାଜ୍ୟପାଳ ଭାବେ ଦାୟିତ୍ୱ ନିଭେଇ ଆସୁଥିଲେ । ଦିଲ୍ଲୀର ପୂର୍ଵ ଉପରାଜ୍ୟପାଳ…