Below header

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଅନିଲ ବୈଜଲଙ୍କ ଇସ୍ତଫା

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଅନିଲ ବୈଜଲଙ୍କ ଇସ୍ତଫା । ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଛନ୍ତି । ବୈଜଲଙ୍କ ଇସ୍ତଫା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଶ୍ରୀ ବୈଜଲ ଦିଲ୍ଲୀର ୨୧ତମ ରାଜ୍ୟପାଳ ଭାବେ ଦାୟିତ୍ୱ ନିଭେଇ ଆସୁଥିଲେ । ଦିଲ୍ଲୀର ପୂର୍ଵ ଉପରାଜ୍ୟପାଳ ଭାବେ ନଜିବ ଜଙ୍ଗ ଅଚାନକ ଇସ୍ତଫା ଦେବା ପରେ ଅନିଲ ବୈଜଲ ଦାୟିତ୍ୱ ନେଇଥିଲେ । ୨୦୧୬ ମସିହା ଡିସେମ୍ବର ୩୧ ତାରିଖରୁ ସେ ଏହି ଦାୟିତ୍ୱରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.