ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ନିଆରା ଡିଭାଇସ୍ ତିଆରି କଲା ରେଲୱେ, ପାଖକୁ ଆସିଲେ ବାଜି ଉଠିବ ଆଲାର୍ମ
କରୋନା ମହାମାରୀ ମଧ୍ୟରେ ଦକ୍ଷିଣ ରେଲୱେର ଜଣେ ସିଗ୍ନାଲ ଆଣ୍ଡ ଟେଲିକମ୍ୟୁନିକେସନ୍ ଇଞ୍ଜିନିୟର ଏକ ଏଭଳି ଡିଭାଇସ୍ ତିଆରି କରିଛନ୍ତି ଯାହା ଲୋକଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖବାକୁ ମନେ ପକାଇବ। ଏହି ଡିଭାଇସ୍ କମ୍ ସେ କମ୍ ତିନି ମିଟର ଦୂରତା ବଜାୟ ରଖିବାରେ ସାହାଯ୍ୟ କରିବ।…