ଏଥର ଧନତେରସ୍ ବହୁତ ଖାସ୍, ୪୯୯ ବର୍ଷ ପରେ ଦୀପାବଳିର ଠିକ ଦିନଟେ ପୂର୍ବରୁ ପଡୁଛି ଏମିତି ଶୁଭ ଯୋଗ
ଦୀପାବଳିର ଦୁଇ ଦିନ ପୂର୍ବରୁ ପଡୁଥିବା ଧନତେରସ୍ର ପର୍ବ ଚଳିତ ବର୍ଷ ଦୀପାବଳିର ଠିକ ଗୋଟିଏ ଦିନ ପୂର୍ବରୁ ପାଳନ କରାଯିବ। ତ୍ରୟୋଦଶୀର ଉଦୟା ତିଥି ଏବଂ ପ୍ରଦୋଶ କାଳ ଥିବା କାରଣରୁ ଦୀର୍ଘ ୪୯୯ ବର୍ଷ ପରେ ଏମିତି ଯୋଗ ହେଉଛି। ଏହାପୂର୍ବରୁ ଏମିତି ଶୁଭ ଯୋଗ ୧୫୨୧ରେ ପଡିଥିଲା। ଚଳିତ ବର୍ଷ ୧୩…