Below header
Browsing Tag

dhanu yatra bargarh

ଆଜି ସରୁଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା, କୃଷ୍ଣଙ୍କ ହାତରେ ହେବ କଂସ ବଧ

ବରଗଡ (କେନ୍ୟୁଜ): ଆଜି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ପଡିବ ଯବନିକା । କୃଷ୍ଣଙ୍କ ହାତରେ ବଧ ହେବେ ମାମୁଁ କଂସ । ଦଶମ ଦିବସରେ ମଥୁରାରେ ପହଞ୍ଚିଛନ୍ତି ବନବିହାରୀ । ପ୍ରଭୁଙ୍କୁ ଦର୍ଶନ ପାଇ ଭକ୍ତଙ୍କ ଭିତରେ ଆନନ୍ଦ, ଉତ୍ସାହ ଲାଗି ରହିଛି । ଆଜି କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକଙ୍କ…

ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା: ଦୀର୍ଘ ୧୧ ଦିନ ଧରି ଚାଲିବ କଂସ ମହାରାଜଙ୍କ ଶାସନ

ବରଗଡ଼ (କେନ୍ୟୁଜ): ଆଜିଠୁ ବରଗଡ଼ରେ ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଦୁଲୁକିବ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ । ଏହାପୂର୍ବରୁ ବାହାରିଛି ସାଂସ୍କୃତିକ ଶୋଭାଯାତ୍ରା । ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ପାରଂପରିକ ବାଦ୍ୟ ବଜାଇଥିଲେ । ଆଉ ଝୁମିିଥିଲେ । ସାଂସ୍କୃତିକ…

ଡିସେମ୍ବର ୨୭ରୁ ବରଗଡ ଧନୁଯାତ୍ରା: ଶ୍ରେୟସଙ୍କ ଅକାଳ ବିୟୋଗ ପରେ ବଳରାମ ଭୂମିକାରେ ନଜର ଆସିବେ କିଷନ କୁମାର

ବରଗଡ(କେନ୍ୟୁଜ୍): ବଳରାମ ହେବେ କିଷନ କୁମାର ବିର୍ତ୍ତିଆ । ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରିବେ ଅମ୍ବାପାଲି ଗାଁର କିଷନ କୁମାର ବିର୍ତ୍ତିଆ । ବଳରାମ ଭୂମିକା ପାଇଁ କିଷନଙ୍କୁ ଚୟନ କରାଯାଇଛି । ଶ୍ରେୟସଙ୍କ ଅକାଳ ବିୟୋଗ ପରେ ବଳରାମ ଭୂମିକା ପାଇଁ ଚୟନ…

କଂସ ରାଜାଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ଗଗନ ପବନ: ଡିସେମ୍ବର ୨୭ରୁ ଜାନୁୟାରୀ ୬ ଯାଏଁ ବିଶ୍ଵ ପ୍ରସିଦ୍ଧ ବରଗଡ…

ବରଗଡ଼(କେନ୍ୟୁଜ୍): ଚଳିତ ବର୍ଷ ଅନୁଷ୍ଠିତ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା। ଡିସେମ୍ବର ୨୭ ତାରିଖରୁ ଜାନୁୟାରୀ ୬ ତାରିଖ ଯାଏ ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ଧନୁଯାତ୍ରା। ୧୦ ଦିନ ଧରି ହେବାକୁ ଥିବା ଯାତ୍ରାରେ ବରଗଡ଼ ସହର ମଥୁରା ନଗରୀ ଏବଂ ଅମ୍ବାପାଲି ଗୋପପୁର…