Below header

ଡିସେମ୍ବର ୨୭ରୁ ବରଗଡ ଧନୁଯାତ୍ରା: ଶ୍ରେୟସଙ୍କ ଅକାଳ ବିୟୋଗ ପରେ ବଳରାମ ଭୂମିକାରେ ନଜର ଆସିବେ କିଷନ କୁମାର

ବରଗଡ(କେନ୍ୟୁଜ୍): ବଳରାମ ହେବେ କିଷନ କୁମାର ବିର୍ତ୍ତିଆ । ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରିବେ ଅମ୍ବାପାଲି ଗାଁର କିଷନ କୁମାର ବିର୍ତ୍ତିଆ । ବଳରାମ ଭୂମିକା ପାଇଁ କିଷନଙ୍କୁ ଚୟନ କରାଯାଇଛି ।

ଶ୍ରେୟସଙ୍କ ଅକାଳ ବିୟୋଗ ପରେ ବଳରାମ ଭୂମିକା ପାଇଁ ଚୟନ ପ୍ରକ୍ରିୟା କରାଯାଇଥିଲା । ଆସନ୍ତା ଡିସେମ୍ବର ୨୭ ତାରିଖରୁ ଜାନୁଆରୀ ୬ ତାରିଖ ଯାଏ ୧୧ ଦିନ ଧରି ଚାଲିବ ଧନୁଯାତ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.