Browsing Tag

dhanujatra

ବରଗଡ଼ : ଧନୁଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପିତ

ବରଗଡ଼ (କେନ୍ଯୁଜ୍) : ମା ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବରଗଡ଼ ହାଟପଦା ପଡ଼ିଆରେ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି। ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ପାଇଁ ପୂର୍ବ ଧାର୍ଯ୍ୟ ଲଗ୍ନ ଅନୁସାରେ ବିଧି ଅନୁଷ୍ଠିତ ହୋଇଛି। ମନ୍ଦିରରେ ପୂଜାର୍ଚ୍ଚନା ପରେ ବର୍ଣ୍ଣାଢ୍ୟ ଶୋଭାଯାଚ୍ରାରେ ଦେବୀଙ୍କ…