ଝିଅ ବିଦା ବେଳେ ହାଜର ପ୍ରେମିକ, କନିଆଁ ସାଜି ଯାଉଥିବା ପ୍ରେମିକାକୁ ଅଧା ବାଟରେ ରୋକିଲେ ଯୁବକ
ଭଦ୍ରକ (କେନ୍ୟୁଜ) : ପ୍ରେମ କଲେ, ସାଙ୍ଗ ହୋଇ ଆଇସକ୍ରୀମ ଖୁଆ ଖୁଇ ହେଲେ, ସାଙ୍ଗରେ କେତେ କୁଆଡେ ବୁଲିଲେ। ନିଜର କରିବି କହି ଧୋକା ଦେଇଚାଲିଲା, ମିଠା ମିଠା କଥା କହି ଟଙ୍କା ଲୁଟି ଚାଲୁଥିଲା। ପ୍ରିୟତମା ପ୍ରେମିକାର ସବୁ ଡିମାଣ୍ଡ ବି ପୂରା କରୁଥିଲା ପ୍ରେମିକ। କିନ୍ତୁ ଠକିଦେଲା ପ୍ରେମିକା,…