ଭଦ୍ରକ ଜିଲ୍ଲାରେ ଲଭ୍‌, ସେକ୍ସ, ଧୋକାର ଶିକାର ହେଲେ ନବାଳିକା

ଭଦ୍ରକ(କେନ୍ଯୁଜ୍) : ଲଭ୍‌, ସେକ୍ସ, ଧୋକା। ପ୍ରଥମେ ଦୁଷ୍କର୍ମ। ପରେ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ଏବଂ ନିର୍ଯ୍ଯାତନା। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଧାନକଣିଆ ଗାଁରୁ ଆସିଛି ଏହି ଅଭିଯୋଗ। ଗତ ୬ ମାସ ତଳେ ଧାନକଣିଆ ଗାଁର ନିରଞ୍ଜନ ମାଝି ନାମକ ଯୁବକ ସେହି ଗାଁର ଜଣେ ନାବାଳିକା ସହ ଘରେ କେହିନଥିବାବେଳେ ଦୁଷ୍କର୍ମ କରିଥିଲା। ପରେ ବିବାହର ପ୍ରତିଶୃତି ଦେଇ ନାବାଳିକାକୁ ତାମିଲନାଡୁ ନେଇ ପଳାଇଥିଲା। ସେଠାରେ ନିରଞ୍ଜନ ନାବାଳିକାକୁ ଉଭୟ ଶାରିରୀକ ଓ ମାନସିକ ନିର୍ଯ୍ଯାତନା ଦେଇଥିଲା ।

loveଏହାପରେ ସେ ଗାଁକୁ ଫେରିଆସିଥିଲା। ଏନେଇ ନାବାଳିକା ଜଣକ ନିରଞ୍ଜନ ନାଁରେ ଚାନ୍ଦବାଲି ଥାନାରେ ଏତଲା ଦେଇଛନ୍ତି। ପୋଲିସ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରିଛି।

Leave A Reply

Your email address will not be published.