Below header
Browsing Tag

dhokla

ବେସନ ନୁହେଁ ସୁଜିରେ ଏପରି ପ୍ରସ୍ତୁତ କରନ୍ତୁ ଢ଼ୋକଲା, ଖାଇବାକୁ ଭାରି ସୁଆଦିଆ

ବେସନରେ ପ୍ରସ୍ତୁତ ଢ଼ୋକଲା ତ ବଜାରରୁ ଆପଣ ପ୍ରତ୍ୟେକ ମିଠା ଦୋକାନରେ ଖାଇଥିବେ। ଏବେ ତ ବେସନର ଢ଼ୋକଲା ପ୍ୟାକେଟ୍‌ ହୋଇ ମଧ୍ୟ ବଜାରକୁ ଆସିଲାଣି, ଯେଉଁଥିରେ ଆପଣ କେବଳ ପାଣି ମିଶାଇ ଘରେ ଆରାମରେ ପ୍ରସ୍ତୁତ କରିପାରିବେ। କିନ୍ତୁ କଣ ଆପଣ କେବେ ସୁଜି ଢ଼ୋକଲା ଖାଇଛନ୍ତି। ସୁଜିରେ ପ୍ରସ୍ତୁତ ଢ଼ୋକଲା…

ରଥଯାତ୍ରା ସ୍ପେଶାଲରେ ଘରେ ବନାନ୍ତୁ ବଜାର ଭଳି ଟେଷ୍ଟୀ ସଫ୍ଟ ଢ଼ୋକଲା

ଗୁଜରାଟ ପ୍ରସିଦ୍ଧ ଢ଼ୋକଲାର ସ୍ୱାଦ ତ ଆପଣ ଚାଖିଥିବେ। କିନ୍ତୁ ଏବେ କେବଳ ଗୁଜରାଟରେ ନୁହେଁ ସବୁ ଯାଗାରେ ବି ଏହି ଟେଷ୍ଟୀ ରେସିପି ବନାଉଛନ୍ତି। ଢ଼ୋକଲା ଯେତିକି ସ୍ୱଫ୍ଟ ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ। ଆପଣ ବି ଏବେ ବାହାରର କୌଣସି ଜିନିଷ ନ ଖାଇ ଘରେ ଢ଼ୋକଲା ବନାଇ ଖାଆନ୍ତୁ। ତାହେଲ…

୩୭୦ ଉଚ୍ଛେଦ ହେବାପରେ ନିଆର ଢଙ୍ଗରେ ଖୁସି ମନାଉଛନ୍ତି ଏହି ଦୋକାନୀ, ଜାଣନ୍ତୁ କେମିତି

ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ସାରା ଦେଶରେ ଚାଲିଛି ସେଲିବ୍ରେସନ୍‌ । ସରକାରଙ୍କ ନିଷ୍ପତ୍ତିକୁ ଲୋକେ ସ୍ୱାଗତ କରିଛନ୍ତି । ଗୁଜୁରାଟ ଭଦୋଦରାର ଜଣେ ଦୋକାନୀ ନିଆରା ଢଙ୍ଗରେ ଖୁସି ମନାଇଛନ୍ତି। ସେ ଲୋକମାନଙ୍କୁ ମାଗଣାରେ ଢୋକଲା ବାଣ୍ଟିଛନ୍ତି। କାଶ୍ମୀରର ଲୋକଙ୍କୁ ମଧ୍ୟ…