ହୀରାଚୋରଙ୍କୁ ଧରିବାରେ ପୋଲିସକୁ ବଡ଼ ସଫଳତା, ୨ ଗିରଫ; ଜବତ ହେଲା ୧୨୫ ଖଣ୍ଡ ହୀରା
ଛତିଶଗଡର ଗାରିୟାବନ୍ଧ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପାୟଲିଖଣ୍ଡ ହୀରା ଖଣିରୁ ଏକ ବୃହତ ଅନ୍ତଃରାଜ୍ୟ ହୀରା ଚୋରା ଚାଲାଣକାରୀ ଗ୍ୟାଙ୍ଗର ଦୁଇଜଣ ସଦସ୍ୟଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କଠାରୁ ୧୨୫ ଖଣ୍ଡ ହୀରା ଜବତ କରାଯାଇଛି। ହୀରାର ମୂଲ୍ୟ ୨୦ ଲକ୍ଷରୁ ଅଧିକ…