Browsing Tag

died and injured

ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ଯାତ୍ରୀବାହୀ ବସ୍, ୯ ମୃତ, ଅନେକ ଆହତ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ର ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ଖାଇକୁ ଖସିଲା ଯାତ୍ରୀବାହୀ ବସ୍, ୯ ମୃତ, ଅନେକ ଆହତ । ଅଲ୍ଲୁରୀ-ସୀତାରାମ ରାଜୁ ଜିଲ୍ଲାର ମରେଦୁମିଲ୍ଲି ଘାଟିରେ ଗତ ରାତିରେ ଘଟିଛି ଏହି ଦୁର୍ଘଟଣା । ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଘାଟି ରୋଡ୍ ଦେଇ ଯାଉଥିବା ବେଳେ ଏକ…

ଅଯୋଧ୍ୟା ଦର୍ଶନ ପାଇଁ ଯିବା ସମୟରେ ଦୁର୍ଘଟଣା, ୩ ତୀର୍ଥଯାତ୍ରୀ ମୃତ, ୧୧ ଆହତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଦର୍ଶନ ପାଇଁ ଅଯୋଧ୍ୟା ଆସୁଥିବା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଗାଡି ଏକ ଟ୍ରାକ୍ଟର ଟ୍ରଲି ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ତିନି ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୧ ଜଣ…

ଦୁଇ ବାଇକ୍ ମୁହାମୁହିଁ ଧକ୍କା, ୨ ମୃତ ୪ ଗୁରୁତର

ନୂଆପଡା : ନୂଆପଡା ଜିଲ୍ଲା ୩୫୩ ଜାତୀୟରାଜପଥର ଲୁକୁପାଲି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଛି ।  ଘଟଣାସ୍ଥଳରେ ୨ ଜଣଙ୍କର ମୁତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ଅଛନ୍ତି । ଆହତମାନଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି…

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ରାଜନଗର ନିକଟରେ ଦୁର୍ଘଟଣା, ପିକଅପ୍ ଓ ଟ୍ରାକ୍ଟର ଧକ୍କାରେ ୩ ଶ୍ରମିକ…

ନବରଙ୍ଗପୁର :   ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ବକାୱଣ୍ଡ ରାଜନଗର ନିକଟରେ ଦୁର୍ଘଟଣା ଘଟିଛି ।  ଏହି ଦୁର୍ଘଟଣାରେ ୩ ଓଡ଼ିଆ ଶ୍ରମିକ ମୃତ ହୋଇଛନ୍ତି ।  ପିକଅପ୍ ଓ ଟ୍ରାକ୍ଟର ଧକ୍କାରେ ୩ ଶ୍ରମିକ ମୃତ, ୧୨ ଆହତ । ମୃତ ଶ୍ରମିକମାନେ ଏମ. କେରାଗାଁ ପଞ୍ଚାୟତ ଶିରିଗୁଡ଼ା ଗାଁର…

କଟକ ଓ ଭୁବନେଶ୍ବର ଜାତୀୟ ରାଜପଥରେ ଦୁର୍ଘଟଣା,ଡ୍ରାଇଭର ମୃତ,୯ ଆହତ

କଟକ: ଘଟିଲା ବସ୍ ଦୁର୍ଘଟଣା । କଟକ ଭୁବନେଶ୍ୱର ଜାତୀୟ ରାଜପଥରେ ହେଲା ଘରୋଇ ବସ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୯ ଯାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ବସ ଟି ରାଉରକେଲା ରୁ ଭୁବନେଶ୍ୱରର ଆସୁଥିବା ବେଳେ ଘଟିଗଲା ଅଘଟଣ ।  ବସ ଟିକୁ ଟ୍ରକ୍ ପଛରୁ ଧକ୍କା ଦେଇଥିବା…

ଭୟଙ୍କର ସଡ଼କ ଦୁର୍ଘଟଣା ; ଉତ୍ତରପ୍ରଦେଶ କାନପୁରରେ ପଥଚାରୀଙ୍କ ଉପରେ ଚଢିଗଲା ବସ୍ : ୬ ମୃତ, ୯ ଆହତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର କାନପୁରରେ ଗତକାଲି ରାତିରେ ବଡ ଧରଣର ଦୁର୍ଘଟଣା ଘଟିଛି। ଏକ ଇଲେକ୍ଟ୍ରିକ୍ ବସ୍ ନିୟନ୍ତ୍ରଣ ହରାଇ ପଥଚାରୀଙ୍କ ଉପରେ ଚଢିଯାଇଛି । ଏଥିରେ ୬ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। କାନପୁର ସହରର ବାବୁପୁରୱା ଥାନା ଅନ୍ତର୍ଗତ ଟାଟାମିଲ୍‌ କ୍ରସ୍‌…