Browsing Tag

digital black diamond museum

୨୫ କୋଟି ଟଙ୍କା ବ୍ୟୟରେ ଅନୁଗୋଳରେ ହେବ ଡିଜିଟାଲ ବ୍ଲାକ ଡାଏମଣ୍ଡ ମ୍ୟୁଜିୟମ୍ , ଗବେଷକ ଓ ଛାତ୍ରଛାତ୍ରୀ ପାଇବେ ଅନେକ…

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ହେବ ଡିଜିଟାଲ ବ୍ଲାକ ଡାଏମଣ୍ଡ ମ୍ୟୁଜିୟମ୍ । ସାଢ଼େ ତିନି ଏକର ପରିମିତ ଜାଗାରେ ନିର୍ମାଣ ହେବ ଅଟାଳିକା । ୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ମ୍ୟୁଜିୟମ୍ । ଏହି ମ୍ୟୁଜିୟମ୍ ରେ କୋଇଲା ସମ୍ପର୍କିତ ଅନେକ ତଥ୍ୟ ରହିବ। କୋଇଲା କେବେ ଉତ୍ପତି…