Browsing Tag

diploma

ବିଜୁଳି ବିଭାଗରେ ବମ୍ପର ଭର୍ତ୍ତି, ୨୫୦୦ ପଦବୀ ପାଇଁ କରନ୍ତୁ ଆବେଦନ

ପଞ୍ଜାବ ଷ୍ଟେଟ ପାୱର କର୍ପୋରେସନ ଲିମିଟେଡ ପକ୍ଷରୁ ଆସିଷ୍ଟାଣ୍ଟ ଲାଇନମ୍ୟାନ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଇଚ୍ଛୁକ ପାର୍ଥୀ ଅଫିସିଆଲ ସାଇଟକୁ ଯାଇ ନୋଟିଫିକେସନ ଚେକ୍ କରିପାରିବେ । ପଦବୀ ବିବରଣୀ :୨୫୦୦…

ଡିପ୍ଲୋମା ଇଞ୍ଜିନିୟର ହୋଇ ବି ଲୋକଙ୍କୁ ଠକୁଥିଲା, ଏବେ ସାଇବର ପୋଲିସ ହାତରେ ଧରା ପଡ଼ିଲା

ପୋଷ୍ଟ ବଡ଼ କିନ୍ତୁ ମୁଣ୍ଡରେ ପଶିଥିଲା ଖଳ ବୁଦ୍ଧି । କେମିତି ଲୋକଙ୍କ ଠାରୁ ଲୁଟି ନିଜ ପକେଟ ଗରମ କରିବ ସେହି ଚିନ୍ତାରେ ଥିଲା ଡିପ୍ଲୋମା ଇଞ୍ଜିନିୟର ସୁରେନ୍ଦ୍ର ସାହୁ ଜଣେ ଯୁବକ । ବଡ଼ ପୋଷ୍ଟରେ ଥାଇ ମଧ୍ୟ କରୁଥିଲା ସାଇବର ଠକେଇ । ସ୍ବଳ୍ପ ନିବେଶରେ ଅଧିକ ଲାଭ ପାଇବାର ଲୋଭ ଦେଖାଇ ଲୋକଙ୍କୁ…

NIOT ରେ ଡିପ୍ଲୋମା ଏବଂ ଗ୍ରାଜୁଏଟ ପ୍ରାର୍ଥୀଙ୍କ ପାଇଁ ଚାକିରି, ବିନା ପରୀକ୍ଷାରେ ହେବ ଚୟନ

ଚେନ୍ନାଇ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଓଶେନ ଟେକ୍ନୋଲୋଜିରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଏଥିରେ ଗ୍ରାଜୁଏଟ ଏବଂ ଡିପ୍ଲୋମା ଅପାରଣ୍ଟିସ ପଦବୀରେ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ବିନା କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ । ପଦବୀ ବିବରଣୀ : ୨୫ ଜରୁରୀ…

ସେଣ୍ଟ୍ରାଲ କୋଲ୍ଡଫିଲ୍ଡିସ ଲିମିଟେଡରେ ୧୧୦୦ ପଦବୀ ଖାଲି, ୧୦ମ ପାସ୍‌ କରିଥିଲେ କରନ୍ତୁ ଆବେଦନ

ସେଣ୍ଟ୍ରାଲ କୋଲ୍ଡଫିଲ୍ଡିସ ଲିମିଟେଡ ପକ୍ଷରୁ ୧୧୦୦ରୁ ଅଧିକ ପଦବୀ ଖାଲିପଡିଛି । ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି । ଆବେଦନ ପାଇଁ ଅଗଷ୍ଟ ୨୬ରୁ ଚାଲିଛି ଆବେଦନ । ଏହି ପଦବୀ ପାଇଁ ଆବେଦନ କେବଳ ଅନଲାଇନ ମାଧ୍ୟମରେ ହେବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ…

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ ଭର୍ତ୍ତି ହେବ । ଭର୍ତ୍ତି ପାଇଁ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ cochinshipyard.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ…

ଡିପ୍ଲୋମା ଦେଉଥିବା ସଂସ୍ଥା ପାଇଁ ୭୦ ପ୍ରତିଶତ ପ୍ଲେସମେଣ୍ଟ ବାଧ୍ୟତାମୂଳକ, ପ୍ରଦର୍ଶନ ଆଧାରରେ NCVET ଦେବ ମାନ୍ୟତା

ନୂଆଦିଲ୍ଲୀ : ଡିପ୍ଲୋମା ଛାତ୍ର ଆଉ ବେଶୀଦିନ ବେକାରୀ ହୋଇ ରହିବେନି । ପାଠ ପଢ଼ୁଥିବା ଶିକ୍ଷା ପ୍ରତିଷ୍ଠାନ ତାଙ୍କ ପ୍ଲେସମେଣ୍ଟ ପାଇଁ ନେବ ଦାୟିତ୍ୱ । ନହେଲେ ମିଳିବ ନାହିଁ ମାନ୍ୟତା । ଏମିତି କିଛି ବ୍ୟବସ୍ଥା ଆଣିଛନ୍ତି ସରକାର । ଚଳିତ ବଜେଟରେ କେନ୍ଦ୍ର ସରକାର ଭୋକେସନାଲ ଟ୍ରେନିଂର ବିକାଶ…

ଆଜିଠୁ ସାରା ରାଜ୍ୟରେ ଖୋଲୁଛି ବୈଷୟିକ ଶିକ୍ଷାନୁଷ୍ଠାନ, କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ଅନୁମତି

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ। ସାରା ରାଜ୍ୟରେ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ହେଲେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ଶିକ୍ଷାନୁଷ୍ଠାନ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ୍‌…