Below header
Browsing Tag

dipotsaba

ଆଜି ଅଯୋଧ୍ୟାରେ ହେବ ଦୀପୋତ୍ସବ, ୫ ଲକ୍ଷ ୫୧ ହଜାର ଦୀପ ଲଗାଯାଇ କରାଯିବ ବିଶ୍ୱରେକର୍ଡ

ଦୀପାବଳିର ପୂର୍ବଦିନ ଦୀପୋତ୍ସବ ଅବସରରେ ରାମ ନଗରୀ ଅଯୋଧ୍ୟାରେ ୫.୫୧ ଲକ୍ଷ ଦୀପ ଲଗାଯାଇ ଏକ ବିଶ୍ୱ ରେକର୍ଡ କରାଯିବାର ଆୟୋଜନ କରାଯାଇଛି । ଏହି ଆୟୋଜନରେ ଅବଧ ବିଶ୍ୱ ବିଦ୍ୟାଳୟ ସମେତ ବିଭିନ୍ନ କଲେଜ ପିଲା ମାନେ ପ୍ରାୟ ୪ ଲକ୍ଷ ଅଧିକ ଦୀପ ଜାଳିବେ । ଏହା ବ୍ୟତୀତ ୧୪ ଟି ମଠ ମନ୍ଦିର…

ଅଯୋଧ୍ୟାରେ ଭବ୍ୟ ଆୟୋଜନରେ ପାଳିତ ହେବ ଦୀପୋତ୍ସବ, ଜଳାଯିବ ୪ ଲକ୍ଷ ଦୀପ

ଧାର୍ମିକ ନଗରୀ ଅଯୋଧ୍ୟାରେ ଦୀପାବଳି ଅବସରରେ ପାଳନ ହେଉଥିବା ପ୍ରତିବର୍ଷ ପାଳନ ହେଉଥିବା ଦୀପୋତ୍ସବ ବେଶ ପ୍ରସିଦ୍ଧ । କିନ୍ତୁ ଗତ ବର୍ଷ ଗୁଡିକ ତୁଳନାରେ ଏବର୍ଷ ଆହୁରି ଭବ୍ୟ ଆୟୋଜନରେ ଏହି ଉତ୍ସବକୁ ପାଳନ କରାଯିବା ନେଇ ଯୋଜନା ହୋଇଛି ।ଏହି ଅବସରରେ ରେକର୍ଡ ସଂଖ୍ୟକ ଦୀପ ଲଗାଯାଇ ଉତ୍ସବ ପାଳନ…