Browsing Tag

Dispersive materials

କୋରାପୁଟ: ବାୟାମିରି ପାହାଡରୁ ପୋତା ହୋଇ ରଖାଯାଇଥବା ବିସ୍ପୋରକ ସାମଗ୍ରୀକୁ ଜବତ କଲା ବିଏସଏଫ

କୋରାପୁଟ (କେନ୍ୟୁଜ): କୋରାପୁଟ ଜିଲ୍ଲା ନାରାୟଣପାଟଣାରୁ ବିସ୍ପୋରକ ଠାବ । ନାରାୟଣପାଟଣା ବ୍ଲଜ ବାଲିପେଟା ନିକଟ ବାୟାମିରି ପାହାଡରୁ ବିସ୍ପୋରକ ଡ୍ରମ ଉଧାର କରି ନଷ୍ଟ କରିଛି ବିଏସଏଫ । ବିଏସଏଫ ପେଟ୍ରୋଲିଂ ପାର୍ଟି ଦ୍ବାରା ଠାବ । ଡ୍ରମ ମଧ୍ୟରେ ମାଟି ତଳେ ପୋତାଯାଇଥିବା ଅବସ୍ଥାରେ…