Below header

କୋରାପୁଟ: ବାୟାମିରି ପାହାଡରୁ ପୋତା ହୋଇ ରଖାଯାଇଥବା ବିସ୍ପୋରକ ସାମଗ୍ରୀକୁ ଜବତ କଲା ବିଏସଏଫ

କୋରାପୁଟ (କେନ୍ୟୁଜ): କୋରାପୁଟ ଜିଲ୍ଲା ନାରାୟଣପାଟଣାରୁ ବିସ୍ପୋରକ ଠାବ । ନାରାୟଣପାଟଣା ବ୍ଲଜ ବାଲିପେଟା ନିକଟ ବାୟାମିରି ପାହାଡରୁ ବିସ୍ପୋରକ ଡ୍ରମ ଉଧାର କରି ନଷ୍ଟ କରିଛି ବିଏସଏଫ । ବିଏସଏଫ ପେଟ୍ରୋଲିଂ ପାର୍ଟି ଦ୍ବାରା ଠାବ । ଡ୍ରମ ମଧ୍ୟରେ ମାଟି ତଳେ ପୋତାଯାଇଥିବା ଅବସ୍ଥାରେ ବିସ୍ପୋରକ ଠାବ । ବମ ବିଶେଷଜ୍ଞ ମାନଙ୍କ ଦ୍ବାରା ବିସ୍ପୋରକକୁ ନଷ୍ଟ କରିଛି ବିଏସଏଫ। ଗତ କାଲି ନାରାୟଣପାଟଣା ଥାନାରେ ଏକ ମାମଲା ଦରଜ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.