Browsing Tag

diwali bash

ଦୀପାବଳିରେ ବଚ୍ଚନ ପରିବାର ଆୟୋଜନ କରୁଛି ଗ୍ରାଣ୍ଡ ପାର୍ଟି, ଜାଣନ୍ତୁ ଅତିଥି ତାଲିକାରେ କିଏ ଅଛନ୍ତି କିଏ ନାହାନ୍ତି

ଧନତେରସ୍‌ ସହ ଦେଶବ୍ୟାପୀ ଆରମ୍ଭ ହୋଇଯାଇଛି ଦୀପାବଳି ପାଇଁ ପ୍ରସ୍ତୁତିପର୍ବ। ଏଥିପାଇଁ ପ୍ରତି ଘରେ କିଛିନା କିଛି ନୂତନ ଜିନିଷ କିଣାଯାଉଛି। ବିଶ୍ୱାସ ରହିଛି ଯେ ଧନ୍‌ତେରସ୍‌ରେ ସୁନା କିଣି ଘରକୁ ଆଣିଲେ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି। ଏଥିସହ ଘରେ ସର୍ବଦା ଧନସମ୍ପତ୍ତିର ପ୍ରାଚୁର୍ଯ୍ୟ…