Browsing Tag

diya lightning

ବାସୁଦେବପୁରରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଛି ଭବ୍ୟ ଆୟୋଜନ, ୬ ଫୁଟ ଉଚ୍ଚ ଦୀପରେ ରହିବ ୧୦ ହଜାର ଲିଟର ଘିଅ

ବହୁତ ଦିନର ପ୍ରତୀକ୍ଷା ପରେ ରାମ ମନ୍ଦିର ନିର୍ମାଣର ଅନ୍ତ ଘଟିବାକୁ ଯାଉଛି । ଆଉ ମାତ୍ର କିଛି ଦିନର ଅପେକ୍ଷା ଏହାପରେ ୨୨ ଜାନୁଆରୀରେ ରାମଲାଲା ଅଯୋଧ୍ୟାରେ ବିରାଜମାନ କରିବେ । ଏଥିପାଇଁ ଚଳଚଞ୍ଚଳ ହୋଇପଡି଼ଛି ସମଗ୍ର ଭାରତ ବର୍ଷ । ସନାତନୀଙ୍କ ପାଇଁ ପୂରଣ ହେବାକୁ ଯାଉଛି ପାଞ୍ଚଶହ ବର୍ଷର…

୧୪ ଲକ୍ଷ ଦୀପରେ ଚିତ୍ରିତ ହେଲା ପ୍ରଭୁ ଶ୍ରୀରାମଙ୍କ ପରାକ୍ରମୀ ଚିତ୍ର, ଆଲୋକିତ ହେଲା ସମଗ୍ର ଅଯୋଧ୍ୟା

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ସମଗ୍ର ଅଯୋଧ୍ୟା ରାମମୟ ହୋଇଯାଇଛି । ପ୍ରାଣ ପ୍ରତିଷ୍ଠାର ଭବ୍ୟ ସମାରୋହ ପୂର୍ବରୁ ଅଯୋଧ୍ୟା ସାକେତ ବିଶ୍ୱବିଦ୍ୟାଳୟରେ ପ୍ରଭୁ ରାମ ଏବଂ ରାମ ଜନ୍ମଭୂମି ମନ୍ଦିରର ଚିତ୍ର ବିଭିନ୍ନ ରଙ୍ଗର ଦୀପରେ ତିଆରି କରାଯାଇଛି ।  କଳାକାରମାନଙ୍କର…

ଦୀପାବଳି ପୂର୍ବରୁ ଝଲସୁଛି ରାମ ଜନ୍ମଭୂମ: ଲଗାଯିବ ୧୮ ଲକ୍ଷ ମାଟିଦୀପ

କେନ୍ୟୁଜ୍(ବ୍ୟୁରୋ): ଦୀପାବଳି ପୂର୍ବରୁ ଝଲସୁଛି ରାମ ଜନ୍ମଭୂମି । ରଂଗୀନ ଆଲୋକରେ ଉଦ୍‌ଭାସିତ ହୋଇଛି ଉତ୍ତର ପ୍ରଦେଶର ଅଯୋଧ୍ୟା । ଶ୍ରୀରାମଙ୍କ ଭଜନରେ ରାମମୟ ହୋଇଛି ନଗରୀ । ଦୀପତ୍ସୋବ ପାଇଁ ଅଯୋଧ୍ୟାରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ରାମ କି ପୌଦିରେ ପହଞ୍ଚିବାରେ ଲାଗିଛି ଦୀପ। ଆଜି ୧୮…