Browsing Tag

doctor negligence

ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା, ଚାଲିଗଲା ଗର୍ଭବତୀ ଆଶା ଦିଦିଙ୍କ ଜୀବନ

ଧର୍ମଗଡ଼(କେନ୍ଯୁଜ୍): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ । ଫଳରେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି । ମୃତକ ଜଣକ ହେଲେ କୋକସରା ଥାନା ତେଣ୍ଡାପାଳି ଗ୍ରାମର ସୁମିତ୍ରା ରାଉତ। ସେ ଜଣେ ଆଶା ଦିଦି । ସୁମିତ୍ରାଙ୍କୁ ଶୁକ୍ରବାର ସନ୍ଧ୍ୟା…

ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ଡାକ୍ତର ଅବେହେଳା କରିଥିବା ଅଭିଯୋଗ

ଯାଜପୁର ଟାଉନ୍: ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବେହେଳା ପାଇଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ ଅନୁଯାୟୀ ଯାଜପୁର ପୌରାଞ୍ଚଳ କପିଳେଶ୍ୱର ଗାଁର ବିଷ୍ଣୁ ପଲେଇ…

ବଲାଙ୍ଗିର: ହାର୍ଣ୍ଣିଆ ଅପରେସନ୍ ବେଳେ ଡାକ୍ତରଙ୍କ ବଡ ଭୁଲ୍, ରୋଗୀଙ୍କ ପେଟ ଭିତରେ ଭୁଲିଗଲେ ପ୍ଳାଷ୍ଟିକ୍ ପାଇପ୍ ଖଣ୍ଡ

ବଲାଙ୍ଗିର: ହାର୍ଣ୍ଣିଆ ଅପରେସନ୍ ବେଳେ ଡାକ୍ତରଙ୍କ ବଡ ଭୁଲ୍ । ରୋଗୀଙ୍କ ପେଟ ଭିତରେ ଭୁଲିଗଲେ ପ୍ଳାଷ୍ଟିକ୍ ପାଇପ୍ ଖଣ୍ଡ । ଯାହାଫଳରେ ଦୀର୍ଘଦିନ ଧରି ଅପରେସନ୍ କରାଯାଇଥିବା ସ୍ଥାନ ନ ଶୁଖିବାରୁ ରୋଗୀ ଜଣଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏହାପରେ ପ୍ରକୃତ କାରଣ ଜଣାପଡିବା…