ଗରିବଙ୍କ ଭଗବାନ ବନିଲେ ଫୌଜିଙ୍କର ଏହି ଡାକ୍ତର ପୁଅ: ହାତ-ଗୋଡ଼ ଅଚଳ, କାର୍ରେ ଚଳାନ୍ତି ଚିକିତ୍ସାଳୟ
ଦେଶ ସେବା ପାଇଁ ଜରୁରୀ ନୁହେଁ କି ଆପଣ ସୀମାକୁ ହିଁ ଯିବେ। ଆପଣ ଯେଉଁଠି ଏବଂ ଯେଉଁ ସ୍ଥିତିରେ ଥାଆନ୍ତୁ ନା କାହିଁକି, ସେଠାରେ ରହି ବି ଏହି କାମ କରିପାରିବେ। ମଧ୍ୟପ୍ରଦେଶର ଗ୍ଵାଲିୟର ନିବାସୀ ଡା. ବିକ୍ରମ ସିଂଙ୍କ କାହାଣୀ ମଧ୍ୟ ଠିକ୍ ସେହିଭଳି, ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ…