Browsing Tag

doctor v. rajeswar raju donate his eyes after death

ମୃତ୍ୟୁ ପରେ ଚକ୍ଷୁ ଦାନ କରି ବଞ୍ଚି ରହିଲେ ଡାକ୍ତର, ମେଡିକାଲ କଲେଜକୁ ଶରୀର ଦାନ କରି ଉଦାହରଣ ସୃଷ୍ଟି କଲେ

ବ୍ରହ୍ମପୁର(କେନ୍ୟୁଜ୍) : ମୃତ୍ୟୁ ପରେ ନିଜର ଚକ୍ଷୁ ଓ ଶରୀର ଦାନ ଭଳି ଏକ ମହତ କାର୍ଯ୍ୟ କରିଛନ୍ତି ଜଣେ ଡାକ୍ତର । ନିଜର ଚକ୍ଷୁ ଦାନ କରି ସେ ଅନ୍ୟ ଜଣଙ୍କ ଭିତରେ ବଂଚି ରହିବା ସହ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ଓ ଗବେଷଣା ପାଇଁ ମଧ୍ୟ ସେ ତାଙ୍କର ଶରୀରକୁ ଦାନ କରିଛନ୍ତି । ଏଭଳି…