Browsing Tag

doctor’s donation

କରୋନା ମୁକାବିଲା ପାଇଁ କୋଭିଡ ଫଣ୍ଡକୁ ୫ ଲକ୍ଷ ଦେଲେ ଡାକ୍ତର ଉମେଶ ଚନ୍ଦ୍ର ଦାଶ

ଅନୁଗୋଳ(କେ ନ୍ୟୁଜ):  ଡାକ୍ତର ଉମେଶ ଚନ୍ଦ୍ର ଦାଶ(୭୭) ଜଣେ ବରିଷ୍ଠ ପ୍ରସ୍ତୁତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ତାଙ୍କର ଜିଲ୍ଲାରେ ଏକ ସ୍ବତନ୍ତ୍ର ପରିଚୟ ରହିଛି । କରୋନା ଭଳି ଏକ ବିପତ୍ତି ସମୟରେ ଚିକିତ୍ସା ଯୋଗାଇ ଢେର ପ୍ରଶଂସା ସାଉଁଟୁଥିବା କରୋନାର ଏହି ଆଗଧାଡ଼ିର ଯୋଦ୍ଧା ପୁଣିଥରେ…