Browsing Tag

dog walking job

କରିବେକି ଏମିତି ଚାକିରି ? ଏଠି କୁକୁର ବୁଲେଇଲେ ମିଳେ ଲକ୍ଷାଧିକ ଟଙ୍କାର ଦରମା

କୁକୁର ବୁଲାଇବା ଚାକିରୀ । ଆଉ ଏଥିପାଇଁ ମିଳିବ ମୋଟା ଅଙ୍କର ଦରମା । ରିଟାୟରମେଣ୍ଟ ପରେ ବି ମିଳିବ ପେନ୍ସନ । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି ନା । କିନ୍ତୁ ଏହା ଶତ ପ୍ରତିଶତ ସତ । ଲଣ୍ଡନ ସ୍ଥିତ ଆରୋସନ ନାମକ ଏକ କମ୍ପାନୀ ହିଁ ଏମିତି ଏକ ଅଫର ଲଞ୍ଚ କରିଛି । ଯିଏ ବି ଏହି ପଦ ପାଇଁ ଚୟନ ହେବେ…