କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ମିଳିଲା ଆଉ ଏକ ସମ୍ମାନ ସୂଚକ ଡକ୍ଟରେଟ୍
ଭୁବନେଶ୍ୱର(କେ ନ୍ୟୁଜ): ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆଉ ଏକ ସମ୍ମାନ ସୂଚକ ଡକ୍ଟରେଟ୍ ମିଳିଛି । ପଞ୍ଜାବର ଦେଶ୍ ଭଗତ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନ ସୂଚକ ଡକ୍ଟରେଟ୍ ଏହି ଡିଗ୍ରୀ ପ୍ରଦାନ କରାଯାଇଛି। ଶିକ୍ଷା ଓ…