ଘରେ ପଶିଲା ଡ୍ରେନ ପାଣି, ଚିନ୍ତାରେ ଲୋକେ
ବର୍ଷା ନାହିଁ କିନ୍ତୁ ଘରେ ପଶିଲା ଡ୍ରେନ ପାଣି । ଘର ଆଗରେ ଡ୍ରେନ ପାଣିର ଲହଡ଼ି । ଲୋକେ ଡ୍ରେନ ପାଖରେ ରହିବାକୁ ବି ପସନ୍ଦ କରନ୍ତି ନାହିଁ । କିନ୍ତୁ ଲୋକଙ୍କ ଘର ଆଗରେ ଆଣ୍ଠୁଏ ଆଣ୍ଠୁଏ ପାଣିର ଡ୍ରେନ ପାଣି ଭର୍ତ୍ତି ହୋଇଛି । ଡ୍ରେନ ପାଣି ପାଇଁ ଲୋକେ ଘରୁ ବାହାରିବାକୁ ବି ଇଚ୍ଛା କରୁ…