Below header
Browsing Tag

drainage problem

ବର୍ଷା ହେଲେ ଜଟଣୀ ସହର ବେହାଲ୍: ଡ୍ରେନରେ ନୁହେଁ ରାସ୍ତାରେ ଯାଉଛି ପାଣି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ଓ ବ୍ୟବସାୟୀ ପେଣ୍ଠସ୍ଥଳ ଜଟଣୀ ସହର। ବର୍ଷା ହେଲେ ଏଠାକାର ଲୋକେ ପାଣିରେ ଯାତାୟତ କରିବା ସହ ନାନାଦି ସମସ୍ୟା ଦେଇ ଗତି କରିଥାନ୍ତି । ବର୍ଷା ହେଲା ମାତ୍ରେ ପୈାରପରିଷଦରେ ଥିବା ପ୍ରମୁଖ ରାସ୍ତା ପାଣିରେ ଉବୁଟୁବୁ ହୁଏ । କାରଣ ପାଣି ଡ୍ରେନରେ ଯାଇନଥାଏ…

ଆକ୍ଟିଭ ଆଇଏଏସ, ଚାଲିଚାଲି ଡ୍ରେନେଜ ବ୍ୟବସ୍ଥାର ସ୍ଥିତି ପରଖିଲେ ପୁରୀ ଜିଲ୍ଲାପାଳ

ଆକ୍ସନରେ ଆଇଏଏସ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ତତ୍କାଳ ପରିଦର୍ଶନ ପାଇଁ ଚର୍ଚ୍ଚାରେ ଆଇଏଏସ ଅଧିକାରୀ। ପୁରୀ ବେଳାଭୂମି ସଫା କରିବା ପରେ ଅଚାନକ ସହରରେ ଡ୍ରେନେଜ ସମସ୍ୟାର ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂହ। ଡ୍ରେନେଜ ସମସ୍ୟା ନେଇ ବାରମ୍ବାର ଅଭିଯୋଗ ହେବା ପରେ…

କଟକକୁ ପରିମଳମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ନବ ନିଯୁକ୍ତ ଜିଲ୍ଲାପାଳ, ସିଏମ୍‌ସି କମିଶନରଙ୍କ ସହ ବୁଲି ଦେଖିଲେ…

କଟକ(କେନ୍ୟୁଜ୍) : କଟକକୁ ପରିମଳମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ନବ ନିଯୁକ୍ତ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ । ବର୍ଷା ଦିନରେ ସହରରେ ଥିବା ଡ୍ରେନେଜ୍‌ରୁ କିପରି ଜଳ ନିଷ୍କାସନ ହୋଇପାରିବ ସେନେଇ ତଦାରଖ କରୁଛନ୍ତି । ସିଏମ୍‌ସି କମିନରଙ୍କ ସହ ବାଦାମବାଡି ଓ ବିଭିନ୍ନ ଡ୍ରେନେଜ୍‌ ବୁଲି…