ମୟୂରଭଞ୍ଜ ହରିପୁର ଗାଁରେ ଅଘଟଣ: ଗୋଡ ଖସିଯିବାରୁ ନଦୀ ସୁଅରେ ଭାସିଗଲେ ମହିଳା
ଉଦଳା(କେନ୍ଯୁଜ୍): ନଦୀ ସୁଅରେ ଭାସିଗଲେ ମହିଳା । ମୟୂରଭଞ୍ଜ ଖୁଣ୍ଟା ଥାନା ହରିପୁର ଗାଁରେ ଅଘଟଣ ଘଟିଛି। ନିଖୋଜ ମହିଳାଙ୍କ ନାଁ ସାବିତ୍ରୀ ବିଶ୍ୱାଳ । ତାଙ୍କ ଘର ବାଡିପଟେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ମହିଳାଙ୍କ ଗୋଡ ଖସିଯାଇଥିଲା ।
ଫଳରେ ପ୍ରଖର ସ୍ରୋତରେ ଭାସିଯାଇଛନ୍ତି ମହିଳା ।…