Browsing Tag

drawning

ନବରଙ୍ଗପୁରରେ ଲଗାଣ ବର୍ଷା ଜାରି, ଭୟଭୀତ ଅବସ୍ଥାରେ ନଦୀକୂଳିଆ ଗାଁ ଲୋକେ

ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ଜାରି। ୨ଦିନ ତଳେ ପ୍ରବଳ ବର୍ଷାରେ କୋଷଗୁମୁଡ଼ା ବ୍ଲକରେ ବନ୍ୟା ଉପୁଜିଥିବା ବେଳେ ଗତକାଲି ଠାରୁ ଲଗାଣ ବର୍ଷାନେଇ ନଦୀକୂଳିଆ ଗାଁ ଲୋକେ ଭୟଭୀତ ହୋଇ ରହିଛନ୍ତି। ଏନେଇ ଚିରମା, ଭଳିଆପାଲି ପଞ୍ଚାୟତ ସହ ପିଞ୍ଜିଲି ପଞ୍ଚାୟତର ୯ଟି ଗାଁ, ଘାଟବାସୁଲି,…

ପାଣି ସୁଅରେ ଭାସିଗଲେ ଯୁବକ : ଜୀବନ ବଞ୍ଚାଇ ଦେଲା ଗଛର ଡ଼ାଳ

କେନ୍ଦୁଝର (କେ ନ୍ଯୁଜ୍) : ପାଣି ସୁଅରେ ଭାସିଗଲେ ଯୁବକ । ଜୀବନ ବଞ୍ଚାଇ ଦେଲା ଗଛର ଡ଼ାଳ । ସୁଅ ମଝିରେ ଭାସି ଯାଉଥିବା ବେଳେ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଗଲେ ଯୁବକ । ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରେ । ଲଗାଣ ବର୍ଷାରେ ମୂଷଳ ନଦୀ ପୋଲ ଉପରେ ୩ଫୁଟ ପାଣି ପ୍ରବାହିତ…

ମୁଷଳ ପୋଲ ପାର ହେବା ବେଳେ ଭାସିଗଲେ ଯୁବକ

ଘଟଗାଁ(କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରର ମୂଷଳ ନଦୀ ଆଜି ଲଗାଣ ବର୍ଷା ଯୋଗୁଁ ପୋଲ ଉପରେ ୩ଫୁଟର ପାଣି ଚାଲୁଥିଲା। ଏହି ସମୟରେ ଯାଜପୁରର ଦୁଇଜଣ ଯୁବକଙ୍କୁ ବାରମ୍ବାର ମନା କରିବା ସତ୍ତ୍ବେ ସେମାନେ ବାଇକ୍ ରଖି ପୋଲ ପାର ହେଉଥିଲେ। ସେହି ସମୟରେ ହଠାତ୍ ପାଣିର ସ୍ରୋତରେ ଜଣେ ଯୁବକ…

ଗାଧୋଇବା ହେଲା କାଳ : ପାଣିରେ ବୁଡି ୨ ଛାତ୍ର ମୃତ

ସମ୍ବଲପୁର : ଗାଧୋଇବା ହେଲା କାଳ। ପାଣିରେ ବୁଡି ୨ଛାତ୍ର ମୃତ। ଚାଉଁରପୁର ପାଓ୍ଵର ଚ୍ୟାନେଲରେ ଗାଧୋଉଥିଲେ ୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ କୁଳୁତକନିର ସୁମନ ଦାସ ଓ ବଡବଜରର ସୁମିତ ଦଳେଇ। ସେମାନେ ୧୦ ଶ୍ରେଣୀରେ ପାଠ ପଢୁଥିଲେ। ଆଜି ସକାଳେ କୋଚିଂ କ୍ଲାସ ସାରି ଫେରିବା ବାଟରେ…

କୁଆଖାଇ ନଦୀରେ ବୁଡ଼ିଗଲେ ୬ ଛାତ୍ର : ଦୁଇ ମୃତ, ୪ ଉଦ୍ଧାର

ଭୁବନେଶ୍ବର: ଦୁଇ ଦିନ ମଧ୍ୟରେ ପୁଣି କୁଆଖାଇ ନଦୀରେ ଅଘଟଣ ଘଟିଛି। ନଦୀରେ ଗାଧୋଇବା ସମୟରେ ଭାସିଗଲେ ୬ ଜଣ ଛାତ୍ର । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କ ଦ୍ବାରା ୪ ଜଣ ଛାତ୍ର ଉଦ୍ଧାର ହୋଇଥିବା ବେଳେ,ଦୁଇ ଛାତ୍ର ମୃତ। ମୃତକଙ୍କ ନାଁ ସପିକ୍ ଦିଗଲ୍ ଓ ଭୁବନେଶ୍ୱର ୟୁନିଟ୍ ନାଇନ୍ ବଏଜ୍…