ଭାଙ୍ଗ ପିଇବା ପରେ କାହିଁକି ଅଧିକ ହସନ୍ତି ବା କାନ୍ଦନ୍ତି ବ୍ୟକ୍ତି, ଜାଣନ୍ତୁ ଏହାର କାରଣ
ବର୍ତ୍ତମାନ ଭାରତ ସହ ଅନ୍ୟ ଦେଶରେ ମଧ୍ୟ ଗଞ୍ଜେଇ ବହୁଳ ପରିମାଣରେ ବ୍ୟବହାର କରାଯାଉଛି । କେତେକ ଦେଶରେ ଏହା ଲିଗାଲ ଥିବାବେଳେ କେତେକ ଦେଶରେ ଏହାର ବ୍ୟବହାରକୁ ନେଇ କଠୋର ଦଣ୍ଡ ବିଧାନ ରହିଛି । ତେବେ ଭାରତରେ ମଧ୍ୟ ଗଞ୍ଜେଇର ବହୁଳ ବ୍ୟବହାର କରାଯାଏ । ଏଠାରେ ଲୋକମାନେ ଏହାକୁ ଭାଙ୍ଗ…