Below header
Browsing Tag

driver death

ଜଳିଗଲା ଟ୍ରକ୍‌ ଜଳିଗଲେ ଡ୍ରାଇଭର୍‌ : ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ହରୀକୁଣ୍ଡ ବରଡି ନିକଟରେ ଅଘଟଣ, ଇଞ୍ଜିନ୍‌ରୁ…

ଟାଙ୍ଗୀ: ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ହରୀକୁଣ୍ଡ ବରଡି ନିକଟରେ ମାଲବାହୀ ଟ୍ରକରେ ଅଗ୍ନିକାଣ୍ଡ । ନିଆଁ ଲାଗି ଟ୍ରକ ଡ୍ରାଭରଙ୍କ ମୃତ୍ୟୁ ହୋଇଛି । ସାମ୍ନାରେ ଯାଉଥିବା ଏକ କୋବି ବୋଝେଇ ଟ୍ରକ୍‌କୁ ପିଟି ହୋଇଥିଲା । ସାମ୍ନାପଟ ଇଞ୍ଜିନ୍‌ରୁ ନିଆଁ ଲାଗିବାକୁ ଟ୍ରକ୍‌ରେ ଅଗ୍ନିକାଣ୍ଡ…

ଢେଙ୍କାନାଳ ହରିପୁର ସୁଗାର କାରଖାନା ଟ୍ରକ୍ ପାର୍କିଙ୍ଗରେ ଅଘଟଣ: ତିନି ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ହରିପୁର ସ୍ଥିତ ସୁଗାର କାରଖାନା ଟ୍ରକ୍ ପାର୍କିଙ୍ଗରେ ଅଘଟଣ । ଜଣେ ଟ୍ରକ୍ ଡ୍ରାଇଭରଙ୍କ ମୃତଦେହ ପଡି ରହିଥିବା ବେଳେ ଅନ୍ୟ ଜଣେ ଡ୍ରାଇଭରଙ୍କ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା । ଏହା ସହିତ ଆଉ ଜଣେ ଡ୍ରାଇଭର ଗୁରୁତର…