Browsing Tag

driver taking washroom break

ଟ୍ରକ୍‌ରୁ ଛିଟିକି କାର ଉପରେ ପଡ଼ିଲା ବିରାଟ ପଥର, ଭାଗ୍ୟକୁ ପରିସ୍ରା କରିବାକୁ ବାହାରକୁ ଯାଇଥିଲେ ଡ୍ରାଇଭର; ଦେଖନ୍ତୁ…

କଥାରେ ଅଛି ‘ରଖେ ହରି ତ ମାରେ କିଏ?’ ଅର୍ଥାତ୍‌ ଯଦି ଭଗବାନଙ୍କ ଆର୍ଶୀବାଦ ଥିବ ତେବେ କେହି ଯେତେ ଚାହିଁଲେ ବି ତୁମର କିଛି କ୍ଷତି କରିପାରିବେ ନାହିଁ। ଏହି ରୁଢ଼ିଟି ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ସେୟାର କରିଥିବା ଏକ ଭିଡିଓରେ ସତ ହୋଇଥିବା ଦେଖିବାକୁ ମିଳିଛି। ବୋଥ୍ରା ସୋସିଆଲ ମିଡିଆରେ…