ନଦୀକୁ ପଡ଼ି ଯୁବକ ନିଖୋଜ , ଅଗ୍ନିଶମ ବାହିନୀର ଖୋଜା ଖୋଜି ଜାରି
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଂଚଳରର ଶିଖର ଘାଟ ପୋଲ ଉପରେ ସେଲ୍ଫି ନେବା ହେଉ ବା କୌନସି କାରଣରୁ ଯୁବକ ଦେବୀ ନଦୀ ପୋଲରୁ ଖସି ପଡି ଯୁବକ ନିଖୋଜ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।
ସୂଚନା ମୁତାବକ ଆଜି ନାଉଗାଁ ଥାନା ଅଞ୍ଚଳର ବଛାଳ ପଞ୍ଚାୟତର…