ପୁଣି ଚର୍ଚ୍ଚାରେ ଉର୍ଫି ଜାଭେଦ୍, ମଦ ପିଇ ଚାଲିପାରୁନଥିବା ଭିଡିଓ ଭାଇରାଲ
ଉର୍ଫି ଜାଭେଦ୍ ସବୁବେଳେ ସୋସିଆଲ ମିଡିଆରେ କୌଣସି କାରଣରୁ ଖବରରେ ରହିଥାନ୍ତି । ତେବେ ଉର୍ଫିଙ୍କ ଫ୍ୟାଶନ୍ ଯୋଗୁ ସେ ଅଧିକ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ବର୍ତ୍ତମାନ ଉର୍ଫି ତାଙ୍କ ଡ୍ରେସ୍ ଯୋଗୁ ନୁହେଁ ବରଂ ଅନ୍ୟ କୌଣସି କାରଣରୁ ଲାଇମଲାଇଟକୁ ଆସିଛିନ୍ତି । ତାଙ୍କର ଏକ ଭିଡିଓ ସାମ୍ନାକୁ…