Below header
Browsing Tag

dumb

ବାକ୍‌ ଶକ୍ତି ନଥିଲେ ବି ଲୁହଭିଜା ଆଖିରେ ଗୀତାଙ୍କ ଶ୍ରଦ୍ଧାଞ୍ଜଳି, ସଂକେତରେ କହିଲେ ମାଆ ପରି ଥିଲେ ସୁଷମା ସ୍ୱରାଜ

ସୁଷମାଙ୍କୁ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଗୀତା । ବାକ୍‌ ଶକ୍ତି ନଥିବା ଗୀତା ଲୁହଭିଜା ଆଖିରେ ତାଙ୍କୁ ସାଂକେତିକ ଭାଷାରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସୁଷମା ତାଙ୍କ ପାଇଁ ମାଆ ଭଳି ଥିଲେ ବୋଲି କହିଛନ୍ତୀ ଗୀତା । ସୁଷମାଙ୍କ ସହ ତାଙ୍କର ତାଙ୍କର ଗଭୀର ଭାବାତ୍ମକ ସଂପର୍କ ଥିଲା ।…

ଏହି କୁନି ଛାତ୍ରୀ ମୁକ ବଧିର ବୋଲି ୧୫୦ ସହପାଠି ଓ ୧୪ ଶିକ୍ଷକ ଶିଖିଲେ ସାଂକେତିକ ଭାଷ , ପ୍ରିନ୍ସିପାଲ କହିିଲେ ଏମିତି…

ଆମେରିକା : ୬ବର୍ଷର ବୟସର କୁନି ଝିଅ ମୋରେ ବେଲୋଙ୍ଗର ଜନ୍ମରୁ ଶୁଣି ପାରୁନି କି କହି ପାରୁନି । ଏଥିପାଇଁ ପରିବାର ଚିନ୍ତା ବଢିଛି ସତ କିନ୍ତୁ ଏ କଥାକୁ ନେଇ ଟିକିଏ ବି ଦଃଖ ପ୍ରକାଶ କରି ନାହାନ୍ତି କୁନି ଝିଅଟିର ବାପା ମା। ଝିଅଟି କିପରି ସାଧାରଣ ସ୍କୁଲରେ ପଢିପାରିବ ଓ ଅନ୍ୟ ମାନଙ୍କ ପରି…