Browsing Tag

durga puja by muslim

ହିନ୍ଦୁ ପଡ଼ୋଶୀଙ୍କ ପାଇଁ ମୁସ୍‌ଲିମ୍‌ ସମ୍ପ୍ରଦାୟର ଲୋକ ଆୟୋଜନ କଲେ ଦୁର୍ଗା ପୂଜା, ଦେଖନ୍ତୁ ଏକ ସୁନ୍ଦର ଭିଡିଓ

ଆମ ଦେଶ ଭାରତ ଖୁବ୍‌ ସୁନ୍ଦର। ଏଠାରେ ସବୁ ଜାତି, ଧର୍ମ, ବର୍ଣ୍ଣର ଲୋକେ ଭାଇ-ଭାଇ ଭଳି ଚଳିଥାନ୍ତି। ହିନ୍ଦୁ ହୁଅନ୍ତୁ ଅବା ମୁସ୍‌ଲିମ୍‌ ସମସ୍ତେ ଏଠାରେ ପରସ୍ପରର ଧର୍ମକୁ ସମ୍ମାନ ଦେଇଥାନ୍ତି। ଖାସ୍‌ କରି ପର୍ବପର୍ବଣୀ ବେଳେ ସମସ୍ତେ ଭାଇଚାରା ଦେଖାଇଥାନ୍ତି ଓ ବଡ଼ ବଡ଼ ଉତ୍ସବକୁ ମିଳିମିଶି…