Below header
Browsing Tag

e assembly

ଓଡ଼ିଶା ବିଧାନସଭା ହେବ ଇ-ବିଧାନସଭା, ଏଣିକି ପେପର କାର୍ଯ୍ୟ ବନ୍ଦ

ଓଡ଼ିଶା ବିଧାନସଭାକୁ କରାଯିବ ଇ-ବିଧାନସଭା । ଏଣିକି ବିଧାନସଭାରେ ହେଉଥିବା ସମସ୍ତ ପେପର କାର୍ଯ୍ୟକୁ ବନ୍ଦ କରି କମ୍ପ୍ୟୁଟରରେ କରାଯିବ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ କମିଟି ଦିଲ୍ଲୀ ଯାଇଛି । ହିମାଚଳ ପ୍ରଦେଶର ଶିମଳାଠାରେ ଏନେଇ ଏକ ୱାର୍କସପ୍‌ ହେବ ।…