ଓଡ଼ିଶା ବିଧାନସଭା ହେବ ଇ-ବିଧାନସଭା, ଏଣିକି ପେପର କାର୍ଯ୍ୟ ବନ୍ଦ

ଓଡ଼ିଶା ବିଧାନସଭାକୁ କରାଯିବ ଇ-ବିଧାନସଭା । ଏଣିକି ବିଧାନସଭାରେ ହେଉଥିବା ସମସ୍ତ ପେପର କାର୍ଯ୍ୟକୁ ବନ୍ଦ କରି କମ୍ପ୍ୟୁଟରରେ କରାଯିବ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ କମିଟି ଦିଲ୍ଲୀ ଯାଇଛି । ହିମାଚଳ ପ୍ରଦେଶର ଶିମଳାଠାରେ ଏନେଇ ଏକ ୱାର୍କସପ୍‌ ହେବ । ଆସନ୍ତାକାଲି ଏହି କମିଟି ଶିମଲା ଯିବ । ଏହି କମିଟିରେ ଅଛନ୍ତି ମନ୍ତ୍ରୀ ବିକ୍ରମ ଆରୁଖ, ତାରାପ୍ରସାଦ ବାହିନୀପତି ଏବଂ ଆଇ.ଟି. ସଦସ୍ୟ ସାମିଲ ଅଛନ୍ତି । ହିମାଚଳ ପ୍ରଦେଶରେ ବର୍ତ୍ତମାନ ଇ-ବିଧାନସଭା ବ୍ୟବସ୍ଥା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.